Jump to content

ବକ୍ତୃତା

ଉଇକିଅଭିଧାନ‌ରୁ

ବକ୍ତୃତା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବକ୍ତୃ+ଭାବ. ତା)

[ସମ୍ପାଦନା]
୧. ବାକ୍ପଟୁତା; ବାଗ୍ନିତା — ୧. Eloquence.
୨. ଲେକ୍ଚର୍; ବକ୍ତାଙ୍କ କଥିତ ବିଷୟ — ୨. Lecture; a speech; an address.