ବକ୍ତ୍ର

ଉଇକିଅଭିଧାନ‌ରୁ

ବକ୍ତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଚ୍ ଧାତୁ=କହିବା+କରଣ; ତ୍ର)[ସମ୍ପାଦନା]

୧. ମୁଖ; ପାଟି —୧. Mouth.
୨. ବଦନ; ମୁହଁ —୨. Face.

(ଯଥା—ଚତୁର୍ବକ୍ର; ପଞ୍ଚବକ୍ର)

୩. ବୈଦିକ ଛନ୍ଦୋବିଶେଷ —୩. Name of a vedic metre.
୪. ତଗର ଗୁଳ୍ମ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୪. Tagara (plant).
୫. କାର୍ଯ୍ୟାରମ୍ଭ (ହିନ୍ଦୀ - ଶ.) —୫. The beginning of a work.
୬. ଅନୁଷ୍ଟପ୍ଛନ୍ଦ ଛନ୍ଦୋବିଶେଷ (ହିନ୍ଦୀ - ଶ.) — ୬. A Sanscrit metre.

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବକ୍ତର୍)[ସମ୍ପାଦନା]

ବକତର୍ (ଦେଖ) - — Bakatar (See)

ବକ୍ତ୍ରେ ଭଳି ରାଜନ୍ୟଙ୍କ ବକ୍ତ୍ରେ ଜନନ ଜନକ ଏହି ଗିର ଶରଭେଦ ହୃଦୟ କରେ ବଞ୍ଜ. ବୈଦେହୀଶବିଳାସ