Jump to content

ବକ୍ର

ଉଇକିଅଭିଧାନ‌ରୁ
  • ବଙ୍କା; କୁଟିଳ
  • ନଇଁ ଯାଇଥିବା
  • କ୍ରୁର
  • କୁଚକ୍ରୀ; ଶଠ; ପ୍ରତାରଣାପୂର୍ଣ୍ଣ
  • ପ୍ରତିକୂଳ
  • ତେରଛା
  • ବାଙ୍କ; ମୋଡ଼
  • ଶନି ଓ ମଙ୍ଗଳ ଗ୍ରହ
  • ତଗର ପାଦୁକା
  • ପର୍ପଟ
  • ତ୍ରିପୁରାସୁର
  • ବକ୍ରୀ ଗ୍ରହ
  • ବକ୍ର ଦାସ; ଅଚ୍ୟୁତାନନ୍ଦ ଦାସ ଗୋସ୍ଵାମୀଙ୍କ ଜନୈକ ପ୍ରଧାନ ଶିଷ୍ୟବକ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ବନକ୍ ଧାତୁ=ବଙ୍କା ହେବା+କର୍ତ୍ତୃ. ର)

[ସମ୍ପାଦନା]
୧. ବଙ୍କା; କୁଟିଳ —୧. Curved; crooked.
୨. ନଇଁ ଯାଇଥିବା —୨. Bent.
୩. କ୍ରୁର —୩. Cruel.
୪. କୁଚତ୍ରୀ; ଶଠ; ପ୍ରତାରଣପୂର୍ଣ୍ଣ —୪. Frudulent.
୫. ପ୍ରତିକୂଳ —୫. Unfavourable.
୬. ତେରଛା —୬. Oblique; slanting.

ବିଶେଷ୍ୟ -

[ସମ୍ପାଦନା]
୧. ବାଙ୍କ; ମୋଡ଼ —୧. A bend; a curvature.
୨. ଶନି ଓ ମଙ୍ଗଳ ଗ୍ରହ —୨. The plants Saturn and Mars.
୩. ତଗର ପାଦୁକା (ହିନ୍ଦୀ - ଶ.) (ଦେଖ) - — ୩. Tagara pādukā (See)
୪. ପର୍ପଟ (ହିନ୍ଦୀ - ଶ.) (ଦେଖ) - —୪. Parpaṭa (See)


୫. ତ୍ରିପୁରାସୁର (ହିନ୍ଦୀ - ଶ.) (ଦେଖ) - — ୫. Tripurāsura (See)
୬. ବକ୍ରୀ ଗ୍ରହ (ଦେଖ) - —୬. Bakrī graha (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବକ୍ର ଦାସ; ଅଚ୍ୟୁତାନନ୍ଦ ଦାସ ଗୋସ୍ୱାମୀଙ୍କ ଜନୈକ ପ୍ରଧାନ ଶିଷ୍ୟ —Name of disciple pf Achyutānanda Gosāiñ.