Jump to content

ବକ୍ରଣ

ଉଇକିଅଭିଧାନ‌ରୁ

ବକ୍ରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବନ୍କ ଧାତୁ=କୁଟିଳ ହେବା+ଭାବ. ଅନ)

[ସମ୍ପାଦନା]

ବକ୍ରୀ କରଣ; ବଙ୍କାଇବା; ବକ୍ର କରିବା — Curving; bending.