Jump to content

ବକ୍ରାଙ୍ଗ

ଉଇକିଅଭିଧାନ‌ରୁ

ବକ୍ରାଙ୍ଗ

ଉଚ୍ଚାରଣ

[ସମ୍ପାଦନା]
(ବକ୍ରାଙ୍ଗୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବକ୍ର+ଅଙ୍ଗ)

[ସମ୍ପାଦନା]
୧. ବଙ୍କା ଦେହବିଶିଷ୍ଟ — ୧. Having a curved body.
୨. ଅବନତାଙ୍ଗ —୨. Having the body bent.

ବିଶେଷ୍ୟ -

[ସମ୍ପାଦନା]
୧. ହଂସ —୧. Swan.
୨. ସର୍ପ (ହିନ୍ଦୀ - ଶ) —୨. Snake; serpent.