Jump to content

ବକ୍ରିତ ଶ୍ଲେଷାନ୍ତର ଶ୍ଲେଷ

ଉଇକିଅଭିଧାନ‌ରୁ

ବକ୍ରିତ ଶ୍ଲେଷାନ୍ତର ଶ୍ଲେଷ

ଉଚ୍ଚାରଣ

[ସମ୍ପାଦନା]

ବିଶେଷ୍ୟ -

[ସମ୍ପାଦନା]

କାବ୍ୟାଳଙ୍କାରବିଶେଷ — A figure of speech.

[ଦ୍ରଷ୍ଟବ୍ୟ — ଅଭିମନ୍ୟୁଙ୍କ ବିଦଗ୍ଧ ଚିନ୍ତାମଣି ନିମ୍ନଲିଖିତ ପଦ ଦୁଇଟି ଏହି ଅଳଙ୍କାରର ଉଦାହରଣ ଯଥା— ଭାବେ ହରି ଆମନକୁ ବମନ କୁମୁଦ ହରି ଭାବେ ବା ଧରିକି କାରିଣୀ କୁମୁଦ କୁମୁଦ କରି ସୁଖଦ ବହୁ ହରି ପଦ କୁମୁଦ କରି ସୁଗତି ହରି ଇଚ୍ଛୁ ଖେଦ]