Jump to content

ବକ୍ରିମା

ଉଇକିଅଭିଧାନ‌ରୁ

ବକ୍ରିମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବକ୍ର+ଇମ, ଇମନ୍; ୧ମା. ୧ବ)

[ସମ୍ପାଦନା]
୧. ବକ୍ରଭାବ —୧. Crookedness.
୨. କୁଟିଳତା; ଶଠତା —୨. Fraud.