ବକ୍ରୀ
ଦେଖଣା
ବକ୍ରୀ
ଉଚ୍ଚାରଣ
[ସମ୍ପାଦନା](ବକ୍ରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବକ୍ର+ଇନ୍; ୧ମା. ୧ବ.)
[ସମ୍ପାଦନା]- ୧. ବକ୍ର ରୂପେ ଅବସ୍ଥିତ —୧. Situate in a tortuous position.
- ୨. ବକ୍ରଗତିବିଶିଷ୍ଟ; ବକ୍ରଗାମୀ — ୨. Moving in a tortous manner.
- ୩. ଆପଣା ମାର୍ଗକୁ ଛାଡ଼ି ପଛକୁ ଯେ ଗତି କରେ (ହିନ୍ଦୀ - ଶ.) — ୩. Moving backwards.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୁଦ୍ଧ (ପ୍ରକୃତବାଦ) —The Buddha.