Jump to content

ବକ୍ର ଉତର

ଉଇକିଅଭିଧାନ‌ରୁ

ବକ୍ର ଉତର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ର+ଉତ୍ତର)

[ସମ୍ପାଦନା]

ଥଟା କଥା — Jest.

ଜାଣେ ରସିକ ମାତର ସେହି ମୋହନ ମନ୍ତର ଯେମନ୍ତ ମଧୁରତର ବକ୍ର ଉତର ଭଞ୍ଜ. ପ୍ରେମସୁଧାନିଧି