Jump to content

ବକ୍ର ଚଞ୍ଚୁ

ଉଇକିଅଭିଧାନ‌ରୁ

ବକ୍ର ଚଞ୍ଚୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହ; ବକ୍ର+ଚଞ୍ଚୁ)

[ସମ୍ପାଦନା]

ଯାହାର ଥଣ୍ଟ ବଙ୍କା —Having a curved beak.

ବିଶେଷ୍ୟ -

[ସମ୍ପାଦନା]

ଶୁକପକ୍ଷା; ଶୁଆ —Parrot.