Jump to content

ବକ୍ର ଦଂଷ୍ଟ୍ର

ଉଇକିଅଭିଧାନ‌ରୁ

ବକ୍ର ଦଂଷ୍ଟ୍ର

ଉଚ୍ଚାରଣ

[ସମ୍ପାଦନା]
(ବକ୍ର ଦଂଷ୍ଟ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହ; ବକ୍ର+ଦଂଷ୍ଟ୍ର)

[ସମ୍ପାଦନା]

ଯାହାର ଦାନ୍ତ ବଙ୍କା —Having curved teeth or tusks.

ବିଶେଷ୍ୟ -

[ସମ୍ପାଦନା]

ଶୂକର; ବାର୍ହା —୧. Hog; boar.

୨. (କର୍ମଧା) ବଙ୍କା ଦାନ୍ତ —୨. Curved tooth.