ବକ୍ର ଦୃଷ୍ଟି
ଦେଖଣା
ବକ୍ର ଦୃଷ୍ଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ବକ୍ର+ଦୃଷ୍ଟି)
[ସମ୍ପାଦନା]- ୧. ବାଙ୍କ ଚାହାଣୀ —୧. Glance with the corner of the eye; ogling.
- ୨. ଟେରା ଚାହାଣୀ —୨. Squint-eyed look.
- ୩. ବେଅନୁଗ୍ରହ ଦୃଷ୍ଟି —୩. Unfavourable look.
- ୪. କ୍ରୁର ଦୃଷ୍ଟି —୪. Scoul; angry or sullen look.
ବିଶେଷଣ -
[ସମ୍ପାଦନା]ଟେରା —Squint-eyed.