ବକ୍ର ନଖ

ଉଇକିଅଭିଧାନ‌ରୁ

ବକ୍ର ନଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବକ୍ର ନଖର—ଅନ୍ୟରୂପ)

ବକ୍ର ନଖା, ବକ୍ର ନଖରାସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବକ୍ର+ନଖ)[ସମ୍ପାଦନା]

୧. ବଙ୍କା ନଖ — ୧. Curved nail or talon.
୨. (ବହୁବ୍ରୀହି) ହିଂସ୍ର ପଶୁ ଓ ପକ୍ଷୀ — ୨. Beasts and birds of pray.

ବିଶେଷଣ - ପୁଂ. (ବହୁବ୍ରୀହି)[ସମ୍ପାଦନା]

ଯାହାର ନଖ ବଙ୍କା — Having curved nails.