Jump to content

ବକ୍ର ପୁଷ୍ପ

ଉଇକିଅଭିଧାନ‌ରୁ

ବକ୍ର ପୁଷ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହ; ବକ୍ର+ପୁଷ୍ପ)

[ସମ୍ପାଦନା]
୧. ଅଗସ୍ତି ଗଛ — ୧. The Sesbania Grandiflosa (tree)
୨. ପଲାଶ ଗଛ —୨. The Butea Frondosa (tree).
୩. (କର୍ମଧା) ଅଗସ୍ତିଫୁଲ — ୩. The Sesbania grandiflora flower.