ବକ୍ଷଃସ୍ଥଳ
(ବକ୍ଷୋଦେଶ—ଅନ୍ୟରୂପ)
(ବକ୍ଷସ୍ଥଳ—ଦେଶଜରୂପ)
ଛାତି; ବୁକୁ; କାନ୍ଧ ଓ ବେକତଳଠାରୁ ପେଟ ପର୍ଯ୍ୟନ୍ତ ଦେହର ସାମନା ଅଂଶ —The region of the breast.