Jump to content

ବକ୍ଷାମାଣ

ଉଇକିଅଭିଧାନ‌ରୁ

ବକ୍ଷାମାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବଚ ଧାତୁ+କର୍ମ. ଶାନଚ୍)

[ସମ୍ପାଦନା]
୧. ବାଚ୍ୟ; ବକ୍ତବ୍ୟ (ହିନ୍ଦୀ - ଶ) —୧. Speakable.
୨. କଥନର ବିଷୟୀଭୂତ — ୨. Subject of discourse or talk.
୩. ଯାହା ବୋଲାଯାଉ ଅଛି —୩. Being spoken of.