Jump to content

ବକ୍ଷୋଜ

ଉଇକିଅଭିଧାନ‌ରୁ

ବକ୍ଷୋଜ

ଉଚ୍ଚାରଣ

[ସମ୍ପାଦନା]

(ବକ୍ଷୋରୁହ—ଅନ୍ୟରୂପ)

ସଂସ୍କୃତ - ବି—(ଉପପଦ ତତ୍ପୁରୁଷ; ବକ୍ଷଃ+ଜନ ଧାତୁ+କର୍ତ୍ତୃ. ଅ; ଯାହା ବକ୍ଷଃସ୍ଥଳରୁ ଜନ୍ମେ)

[ସମ୍ପାଦନା]

ପୟୋଧର; ସ୍ତ୍ରୀ ସ୍ତନ; ଉରଜ; ଦୁଧ —The female breast; the mamma; teat.