ବକ୍ ବଜାରି ହେବା
ଦେଖଣା
ବକ୍ ବଜାରି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବକ୍ ବଜାରି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବୃଥା ଗୁଡ଼ାଏ ଗପିବା — ୧. To talk for a long time in vain.
- ୨. ଅନେକ ସମୟ ଯାଏ ଉଚ୍ଚୈଃସ୍ୱରରେ ଗପିବା — ୨. To talk loudly for a long time.