ବକ ଚନ୍ଦନ

ଉଇକିଅଭିଧାନ‌ରୁ

ବକ ଚନ୍ଦନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ବନ୍ୟବୃକ୍ଷ (ହିନ୍ଦୀ - ଶ.) — Name of a wild tree.

[ଦ୍ରଷ୍ଟବ୍ୟ —ଏହାର ପତ୍ର ଗୋଲ ଓ ବଡ଼; ଗଛ ଉଚ୍ଚ ଓ କାଠ ଦୃଢ଼; ଫଳ ଲମ୍ୱ ଓ ପତଳା, ଏଥିରେ ୩୪:ଟି ଦଳ ଥାଏ ଫଳକୁ ବଟି ମୁଣ୍ଡବିନ୍ଧାରୋଗରେ କପାଳରେ ଲଗାଯାଏ]