ବକ ଧ୍ୟାନ
(ବକ ଧ୍ୟାନୀ—ବ୍ୟକ୍ତିବାଚକ ବିଣ)
ବକ ମାଛକୁ ଚାହିଁବା ପରି କୌଣସି ବିଷୟରେ ଏକନିଷ୍ଠତା —Preserverance or concentrated attention given to a particular matter (like an arden sitting on the look-out, for hours together near the water, for catching a fish.)