Jump to content

ବକ ପୁଷ୍ପ

ଉଇକିଅଭିଧାନ‌ରୁ

ବକ ପୁଷ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଏ ପୁଷ୍ପ ବକ ପରି ଆକାରବିଶିଷ୍ଟ ଥିବାରୁ)

[ସମ୍ପାଦନା]

ଅଗସ୍ତୀ ଫୁଲ ଓ ତହିଁରେ ଗଛ —Sesbania Grandiflora (flower and tree).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶିବମଲ୍ଲୀ; ଗଇଶ ଫୁଲ — ୧. Leucas flower.

ବକ ପୁଷ୍ପ ମାଳା ମାଳିକ ବକ୍ରୟକୁ ଚାଙ୍ଗଡ଼ାକୁ ଟେକିଲା ଦୁବ ଭଞ୍ଜ. ବୈଦେହୀଶବିଳାସ

୨. ବଗହୁଳା (ଦେଖ) -(ହରେକୃଷ୍ଣ. ଦ୍ରବ୍ୟଗୁଣ) ୨. Bagahuḻā (See)