ବକ ବ୍ରତୀ

ଉଇକିଅଭିଧାନ‌ରୁ

ବକ ବ୍ରତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବକବ୍ରତିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁ[ସମ୍ପାଦନା]

ଭଣ୍ଡ ତପସ୍ୱୀ —Hypocritical in religious matters.


(ବକବ୍ରତଚର, ବକବ୍ରତଚାରୀ—ଅନ୍ୟରୂପ)

ବକବ୍ରତିନୀ, ବକବ୍ରତଚରା, ବକବ୍ରତଚାରିଣୀସ୍ତ୍ରୀ

[ଦ୍ରଷ୍ଟବ୍ୟ —ଶାସ୍ତ୍ରରେ ବକବ୍ରତୀର ଏହି ଲକ୍ଷଣ ବର୍ଣ୍ଣିତ ହୋଇଅଛି ଯଥା— ଶଠୋମିଥ୍ୟା—ବିନୀତଶ୍ଚଃ ବକବ୍ରତରୋଦ୍ୱି ଜଃ; ଅର୍ଥାତ୍—ସର୍ବଦା ଅଧୋଦୃଷ୍ଟି ସମ୍ପନ୍ନ, ସ୍ୱାର୍ଥପର, ଛଳନାପରାୟଣ, ଶଠ, ମିଥ୍ୟାବାଦୀ, ମାତ୍ର ବିନୟୀ ବ୍ରାହ୍ମଣକୁ ବକବ୍ରତଚର ବୋଲାଯାଏ]