Jump to content

ବଖରା କରିବା

ଉଇକିଅଭିଧାନ‌ରୁ

ବଖରା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବଡ଼ ଘରକୁ ଛୋଟ ଛୋଟ କୋଠରୀରେ ବିଭକ୍ତ କରିବା —୧. To partition a big house into compartments.
୨. ବାଣ୍ଟିବା; ବିବାଗ କରିବା; ଭାଗ ଭାଗ କରି ବାଣ୍ଟି ନେବା —୨. To partition; to divide into allotments.
୩. ବଖରା ଧରିବାଲ (ଦେଖ) - —୩. Bakharā dharibā (See)