ବଖରା ବସେଇବା
ଦେଖଣା
ବଖରା ବସେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଖରା ବସେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଭାଗ ବସାଇବା; କୌଣସି ପଦାର୍ଥକୁ ଅଂଶୀଦାରମାନଙ୍କ ମଧ୍ୟରେ ବଣ୍ଟନ କରି ନେବା ପାଇଁ ଯେ ଯାହାର ହିସ୍ସା ପୃଥକ୍ ପୃଥକ୍ ଅଂଶରେ ବିଭକ୍ତ କରିବା —To apportion; to divide a thing into different allotments or shares; to allot shares.