ବଖରା ଲଗେଇବା
ଦେଖଣା
ବଖରା ଲଗେଇବା
ଉଚ୍ଚାରଣ
[ସମ୍ପାଦନା]ବଖରା ଦେବା, ବଖରାରେ ଲଗାଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବଖରା ଲଗେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣାର ଜମିକୁ ଚାଷୀକୁ ଭାଗରେ ବିଲି କରିବା —୧. To let out land to a cultivator on the system of produce rent.
[ଦ୍ରଷ୍ଟବ୍ୟ —ବଖରା ଲଗାଇବା ଜମିରେ ଚାଷୀ ନିଜେ ପରିଶ୍ରମ ଓ ବ୍ୟୟ କରିବ ଏବଂ ଜମିର ମାଲିକକୁ
ଖଜଣା ନ ଦେଇ ଜମିର ଉତ୍ପନ୍ନ ବସ୍ତୁରୁ ଅଧେ ଦେବ, ଏହି ସର୍ତ୍ତରେ ଚାଷୀ ଜମିବାଲାଙ୍କଠାରୁ ଜମି ନେଇଥାଏ]
- ୨. ବଖରା ବସାଇବା (ଦେଖ) - — ୨. Bakharā basāibā (See)