ବଖାଣି ହେବା
ପରସ୍ପରକୁ କହି ହେବା; କଥୋପକଥନ କରିବା —To speak to each other; to talk about.
ବଡ଼ କିଏ ନଗର ଜନଙ୍କ ଏ ଭାବ ବଖାଣି ହୋଇଲେ ଏକା ସେହି ପ୍ରସ୍ତାବ ଭଞ୍ଜ. ବୈଦେହୀଶବିଳାସ