Jump to content

ବଖାରି ସାହେବ୍

ଉଇକିଅଭିଧାନ‌ରୁ

ବଖାରି ସାହେବ୍

ଉଚ୍ଚାରଣ

[ସମ୍ପାଦନା]

(ବୋଖାରି ସାହେବ୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଖୋରଧାରେ ଥିବା ପ୍ରସିଦ୍ଧ ପୀର ଓ ତାଙ୍କ ଆସ୍ଥାନ —Name of the seat of a Pir (Mahommedan saint) in the Khurda Subdisvision of the Puri District.

[ଦ୍ରଷ୍ଟବ୍ୟ —ଏ ସ୍ଥାନ ଖୋରଧାରୁ ଅଳ୍ପ ଦୂରରେ ଥିବା କାଇପଦର ନାମକ ଗ୍ରାମରେ; ଅନେକ ହିନ୍ଦୁ ଯାତ୍ରୀ ମଧ୍ୟ ଏଠାକୁ ଆସନ୍ତି]