Jump to content

ବଖିଆ

ଉଇକିଅଭିଧାନ‌ରୁ

ବଖିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]

ଏକ ପ୍ରକାର ମଜଭୁତ୍ ସିଲଇ — Back stitching; a kind of strong stitch in sewing; double stitch in sewing.

[ଦ୍ରଷ୍ଟବ୍ୟ —ପ୍ରଥମେ 'ଢ଼ାଗା ସିଲାଇ' କରି ୨ ଖଣ୍ଡି କନାକୁ ସଂଲଗ୍ନ କରିବାକୁ ହୁଏ ପରେ ଉକ୍ତ ଢ଼ାଗା ସିଲାଇ ଉପରେ ଭିଡ଼ି କରି 'ବଖିଆ' କରିବାକୁ ହୁଏ; ଏ ପ୍ରଣାଳୀରେ ପ୍ରଥମେ ଲିଗାରେ ଟାଙ୍କା ବା ଢ଼ାଗା ଗଳାଇ ପୁଣି ପଛରୁ ଛୁଞ୍ଚିକୁ ଆଣି ଖଣ୍ଡ ଦୂର ଆଗ ପର୍ଯ୍ୟନ୍ତ ପୁଣି ଟାଙ୍କା ମାରିବାକୁ ହୁଏ; ଏ ରୀତିରେ ସିଲେଇ ଖୁବ ମଜଭୁତ ହୁଏ]