Jump to content

ବଗଚରା

ଉଇକିଅଭିଧାନ‌ରୁ

ବଗଚରା

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ+ଚର୍ ଧାତୁ; ଏଠାରେ ବଗମାନେ ପୋକଜୋକ ଓ ମୀନମାଛ ପାଇବା ଆଶାରେ

ଅନୁବାଦ

[ସମ୍ପାଦନା]
ଚରନ୍ତି) ===
୧. ସଡ଼କ ପାକର ନୟନଯୋଡ଼ି — ୧. Roadside ditches; low water channels on both sides of a road.

[ଦ୍ରଷ୍ଟବ୍ୟ —ଏଥିରୁ ମାଟି ଖୋଳା ହୋଇ ସଡ଼କରେ ପଡ଼ିଥାଏ ଓ ସେଥିରେ ଅଳ୍ପ ପାଣି ଥାଏ, ତେଣୁ ବଗମାନେ ମାଛ ଓ ଗେଣ୍ଡା ଆଦି ଖୋଜିବା ପାଇଁ ସେଠାରେ ଚରି ବୁଲନ୍ତି]

୨. ପୋଖରୀକୂଳରେ ଯେଉଁ ଅଂଶ ବର୍ଷା ଦିନେ ପାଣିରେ ବୁଡ଼ିଯାଏ ଓ ଖରାଦିନେ ସୁଖିଲା ରହେ (ଯେଉଁଠାରେ ବଗମାନେ ସାଧାରଣତଃ ଖାଦ୍ୟ ଖୋଜି ବୁଲନ୍ତି) ପୋଖରୀ ବା ହ୍ରଦର— କୂଳର ଯେଉଁ ଅଂଶ ବର୍ଷାଦିନେ ଜଳପୂର୍ଣ୍ଣ ଥାଏ ଓ ଯେଉଁ ଅଂଶରେ ଖରାଦିନେ ପାଣି ରହେ ସେହି ଅଂଶ ମଧ୍ୟରେ ଥିବା ଅଳ୍ପ ଢ଼ାଲୁ ସମତଳ ସ୍ଥାନ —୨. The nearly level portion on the bank of a tank or lake which is filled up with water during the rains and dries up in summer.

ଚାରିପାଖେ ଆଡ଼ି ବଗଚରାଠାରୁ ଦଶବାର ହାତ ଉଚ୍ଚ ଫକୀରମୋହନ. ଛମାଣ ଆଠଗୁଣ୍ଠ