ବଗଡ଼
ଦେଖଣା
ବଗଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବକ୍ର, ବିକୃତ)
[ସମ୍ପାଦନା]- ୧. ଜାରଜ — ୧. Bastard.
- ୨. ନୀତିଭ୍ରଷ୍ଟ; କୁଚରିତ୍ର; ଦୁଷ୍ଟ; ଖେଚଡ଼ା — ୨. Wicked; immoral.
- ୩. ମୋଟା —୩. Coarse.
- ୪. ଅଶ୍ୱତର; ଖଚର —୪. Mule.
- ୫. ଦୋମଶା ଜୀବ —୫. A cross-breed.
ବିଶେଷ୍ୟ -
[ସମ୍ପାଦନା]- ୧. ପର୍ବତର ଉପରିଭାଗସ୍ଥ ଗୋଡ଼ି ବା କଙ୍କରମୟ ଉଚ୍ଚଭୂମି — ୧. A high gravelly soil on the top of a mountain.
- ୨. ଅଶ୍ଲୀଳ ଭାଷା —୨. Coarse or indecent language.
- ୩. ମୋଟା ଖାଦ୍ୟ —୩. Coarse food.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ପାହାଡ଼ର ପାର୍ଶ୍ୱଦେଶରେ ଢ଼ାଲୁ ଭୁଇଁ ଚଷି କନ୍ଧମାନେ ଯେଉଁଠାରେ କାଙ୍ଗୁ ବା ବଡ଼ ହରଡ଼ ବୁଣନ୍ତି — Land on the slope of a hill where the aborigines grow pulse.