Jump to content

ବଗଡ଼ା

ଉଇକିଅଭିଧାନ‌ରୁ

ବଗଡ଼ା

ଉଚ୍ଚାରଣ

[ସମ୍ପାଦନା]

(ସରୁ—ବିପରୀତ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଁ. (ସଂସ୍କୃତ - ବକ୍ର; ବିକରଳ; ବିକଟ; ବିକୃତ)

[ସମ୍ପାଦନା]
୧. ମୋଟା —୧. Coarse.

ବଗଡ଼ା ଅନ୍ନ କେ ଆଣିଲା ବେଲ କରଡ଼ ଲୁଣ ଅଁଳା ଜଗନ୍ନାଥ. ଭାଗବତ

୨. କର୍କଶ —୨. Rough.

(ଯଥା—ବଗଡ଼ା ଲୁଗା)