ବଗଲ ବଜାଇବା
ଦେଖଣା
ବଗଲ ବଜାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଗଲ ବଜାଇବା
|
ଦେଶଜ - କ୍ରି. (ଫାରାସୀ - ବଗଲ୍+ସଂସ୍କୃତ - ବାଦନ)
[ସମ୍ପାଦନା]- ୧. ହେଣ୍ଡି ମାରିବା; କାଖ ସନ୍ଧିରେ ଏକ କରତଳ ରଖି ପର୍ଶ୍ୱ ଦେଶକୁ ବାହୁଦ୍ୱାରା ଆଘାତ କରିବା; ହାବୁଡ଼ା ବଜାଇବା —୧. To strike the arm on the side by putting the palm of the other hand in the armpit.
- ୨. ଆନନ୍ଦରେ ବାହୁକୁ ପାର୍ଶ୍ୱ ଦେଶରେ ବାଡ଼େଇ ଶବ୍ଦ କରିବା —୨. To strike one's arm on the ribs in glee.