ବଗଳା
(ବଗଳାମୁଖୀ—ଅନ୍ୟରୂପ)
ସନ୍ତ୍ରୋକ୍ତ ଦଶମହବିଦ୍ୟା ମଧ୍ୟରୁ ଏକତମା; ଦେବୀ— ବିଶେଷ —Name of a Tantric Goddess.
[ଦ୍ରଷ୍ଟବ୍ୟ —ଏହାଙ୍କ ଆରାଧନା କଲେ ଆରାଧକର ଶତ୍ରୁମାନଙ୍କ ବାକ୍, ମୁଖ, ପଦ, ପାଣି, ଜିହା ସ୍ତମ୍ଭିତ ହୁଏ ଓ ଶତ୍ରୁ ବଶ ହୁଏ]