Jump to content

ବଗା

ଉଇକିଅଭିଧାନ‌ରୁ

ବଗା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବୁକ୍କ=ବୋଦା; ମେଣ୍ଢାପରି ମନ୍ଦବୁଦ୍ଧି)

[ସମ୍ପାଦନା]
୧. ଓଲା; ଓଲମା —୧. Stupid; idiotic.
୨. ନିର୍ବୋଧ —୨. Foolish.
୩. ଯେ ଗୋଟାଏ ଆଡ଼କୁ ଅଧିକ ସମୟ ଚାହିଁ ବସିଥାଏ — ୩. Staring.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]

ପାଗଲ —Mad.