ବଗି
ଦେଖଣା
ବଗି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଇଂରାଜୀ - ବଗ୍ଗୀ) ଦୁଇଚକିଆ ଘୋଡ଼ାଗାଡ଼ି — ୧. Buggy; gig; a light two-wheeled carriage drawn by ahorse.
- ୨. (ଇଂରାଜୀ - ବୋଗୀ) ଚାରିଚକିଆ ଗାଡ଼ି — ୨. A low four-Wheeled carriage; bogic.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ)
[ସମ୍ପାଦନା]ବକଜାତୀୟ ଏକପ୍ରକାର କୂଳଚର ପକ୍ଷୀ —A small egret (bird).