ବଗୁଲା
ଦେଖଣା
ବଗୁଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - ପୁଂ—(ସଂସ୍କୃତ - ବକ; ସଂସ୍କୃତ - ବଳାକା)
[ସମ୍ପାଦନା]ବଗ — The egret.
(ବଗ[ଗୁ]ଲୀ—ସ୍ତ୍ରୀ)
ସକାଳୁ ଉଠି ମିଷ୍ଟର ଓ ମିସେସ୍ ମହାପାତ୍ର ବଗଲା ବଗଲାପରି ବସିଛନ୍ତି ଜନପ୍ରାଣୀ, ପାଖରେ ନାହିଁ ଫକୀରମୋହନ. ଗଳ୍ପସ୍ୱଳ୍ପ
ବଗୁଲା
ଉଚ୍ଚାରଣ
[ସମ୍ପାଦନା](ବଗୁଲୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ବକ)
[ସମ୍ପାଦନା]ବକଜାତୀୟ କୂଳେଚର ପକ୍ଷି— ବିଶେଷ —A kind of wading bird of the egret species.