Jump to content

ବଗୁଲିଆ

ଉଇକିଅଭିଧାନ‌ରୁ

ବଗୁଲିଆ

ଉଚ୍ଚାରଣ

[ସମ୍ପାଦନା]

ବଗୁଲି, ବବଲ, ବବଲଚଣ୍ଡ, ବବଲିଆ, ବବୁଲଚଣ୍ଡ, ବବୁଲି, ବବୁଲିଆ, ବବୁଲିଚଣ୍ଡଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଣ—(ସଂସ୍କୃତ - ବାକ୍ୱ୍ୟଲୀକ=ଯାହାର ବକ୍ୟର ସ୍ଥିରତା ନାହିଁ; ତୁଳ. ସଂସ୍କୃତ - ବର୍ବର; ବର୍ବରତୁଲ୍ୟ)

[ସମ୍ପାଦନା]
୧. ଦୁଷ୍ଟ; ପାମର; ବର୍ବର ତୁଲ୍ୟ — ୧. Wicked; naughty.
୨. ବାବଦୂକ —୨. Talkative.
୩. ମିଛୁଆ —୩. Liar.
୪. ଠକ —୪. Cheating.
୫. ଯାହାର କଥା ଠିକ୍ ନ ଥାଏ — ୫. Not true to his words.