ବଘଲ
କ୍ଷତ୍ରିୟ ବା ରାଜପୁତ ବଂଶବିଶେଷ — A caste of Rajputs.
ବଘେଲ ବାଦିସା ନୃପ କୁଞ୍ଜର କବିସୂର୍ଯ୍ୟ. କବିତା
[ଦ୍ରଷ୍ଟବ୍ୟ —ପୂର୍ବକାଳରେ ବଘଲ କ୍ଷତ୍ରିୟମାନଙ୍କ ଶାସିତ ରାଜ୍ୟ ଆଧୁନିକ ମଧ୍ୟଭାରତ ଏଜେନ୍ସିର ବଘେଲଖଣ୍ଡ ନାମରେ ଖ୍ୟାତ]