ବଘାରିବା
ଦେଖଣା
- ଛୁଙ୍କିବା; ତେଲ ବା ଘିଅରେ ମସଲା ଫୁଟାଇ ତହିଁରେ ଜଳସିଦ୍ଧ ବ୍ୟଞ୍ଜନାଦିକୁ ପରଜିବା
- ପ୍ରକାଶ୍ୟରେ ଗାଳିମନ୍ଦ କରିବା
- ପରର ଗୁପ୍ତ ଦୋଷ ପ୍ରକାଶ କରିବା
- ଶେଖୀ ବଘାରିବା; ଆପଣାର ବାହଦୁରୀ କହି ବୁଲିବାବଘାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଘାରିବା
|
ଦେଶଜ - କ୍ରି. (ସଂସ୍କୃତ - ଭର୍ଜ ଧାତୁ=ଭାଜିବା; ସଂସ୍କୃତ - ଅବଘାରଣ)
[ସମ୍ପାଦନା]- ୧. ଛୁଙ୍କିବା; ତେଲ ବା ଘିଅର ମସଲା ପୁଟାଇ ତହିଁରେ ଜଳସିଦ୍ଧ ବ୍ୟଞ୍ଜନାଦିକୁ ପରଜିବା —୧. To flavour water-boiled
curry by frying it with spices in oil or ghee.
- ୨. (ଲକ୍ଷଣାର୍ଥ) ପ୍ରକାଶ୍ୟରେ ଗାଳିମନ୍ଦ କରିବା — ୨. (figurative) To abuse a person openly.
- ୩. ପରର ଗୁପ୍ତ ଦୋଷ ପ୍ରକାଶ କରିବା —୩. To divulge another person's secrets.
- ୪. ଶେଖୀ ବଘାରିବା; ଆପଣାର ବାହାଦୁରୀ କହି ବୁଲିବା — ୪. To aggrandise one's self.