ବଙ୍କା
ଦେଖଣା
ବଙ୍କା
ଉଚ୍ଚାରଣ
[ସମ୍ପାଦନା](ବଙ୍କେଇ—ସ୍ତ୍ରୀ)
(ସିଧା—ବିପରୀତ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବଙ୍କ, ବକ୍ର; ବନକ୍ ଧାତୁ=ଗତି କରିବା)
[ସମ୍ପାଦନା]- ୧. କୁଟିଳ; ବକ୍ର —୧. Curved; crooked.
- ୨. ନତ —୨. Bent; inclined.
- ୩. ଜଟିଳ —୩. Complicated.
ବିଶେଷଣ -
[ସମ୍ପାଦନା]ଅଯଥାର୍ଥ ରୂପେ ଉଚ୍ଚାରିତ — Improperly articulated.
ସାହେବ ପୋଷାକ କେହି ଅବା ପିନ୍ଧି ସମ୍ମିତେ କହଇ ବଙ୍କା ବଙ୍କୀ ହିନ୍ଦୀ ରାଧାନାଥ. ଦରବାର