ବଙ୍କିଆ
ଗୋଡ଼ରେ ପିନ୍ଧିବା ଏକପ୍ରକାର ବଳା; ବାଙ୍କି —A kind of anklet.
ମଞ୍ଜୀର ଯୋଗେ ପୂତକରି ଆଖି— ରଚିଲା ବଙ୍କିଆ ଲାଖି ଯେ—କବିସୂର୍ଯ୍ୟ. ଚନ୍ଦ୍ରକଳା