Jump to content

ବଙ୍କିମଚନ୍ଦ୍ର

ଉଇକିଅଭିଧାନ‌ରୁ

ବଙ୍କିମଚନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବଙ୍ଗୀୟ ସୁପ୍ରସିଦ୍ଧ ସ୍ୱର୍ଗୀୟ ଉପନ୍ୟାସକାର ବଙ୍କିମଚନ୍ଦ୍ର ଚଟ୍ଟୋପାଧାୟ —Name of a very talented Bengali novelist Bankimam Chandra.

[ଦ୍ରଷ୍ଟବ୍ୟ —ଏହାଙ୍କ ଜନ୍ମ ଖ୍ରୀ ୧୮୩୮: —ମୃତ୍ୟୁ ୧୮୯୪: ଏ ପ୍ରଥମ ବଙ୍ଗାଳୀ ଗ୍ରାଜୁଏଟ୍ ଏ ୧୮୫୮: ଠାରୁ ୧୮୯୧: ପର୍ଯ୍ୟନ୍ତ ଡେପୁଟି କଲେକ୍ଟର ଥିଲେ ଏ କେତୋଟି କ୍ଷୁଦ୍ର ପଦ୍ୟ ରଚନା କରି ଶେଷରେ ବଙ୍ଗଳାରେ ଦୁର୍ଗେଶନନ୍ଦିନୀ, କପାଳୁଣ୍ଡଳା, ମୃଣାଳିନୀ, ବିଷବୃକ୍ଷ ଓ ଅନ୍ୟାନ୍ୟ ଅନେକଗୁଡ଼ିଏ ଉପନ୍ୟାସ ଲେଖିଥିଲେ ଓ ବଙ୍ଗଦର୍ଶନ ନାମକ ମାସିକ ପତ୍ର ସମ୍ପାଦନ କରିଥିଲେ ଏ ଧର୍ମ— ତତ୍ତ୍ୱ, କୃଷ୍ଣଚରିତ ନାମକ ଧର୍ମରହସ୍ୟପୂର୍ଣ୍ଣ ଗ୍ରନ୍ଥ ଲେଖିଥିଲେ ଏ ଆଧୁନିକ ବଙ୍ଗସାହିତ୍ୟର ଯୁଗପ୍ରବର୍ତ୍ତକ 'ବନ୍ଦେମାତରଂ' ସଙ୍ଗୀତ ଏହାଙ୍କ ରଚିତ]