Jump to content

ବଙ୍କୁ ନାଳ

ଉଇକିଅଭିଧାନ‌ରୁ

ବଙ୍କୁ ନାଳ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଶରୀରଭେଦ) (ସଂସ୍କୃତ - ବକ୍ର ଓ ନାଳ)

[ସମ୍ପାଦନା]

ଭ୍ରୂମଧ୍ୟସ୍ଥ ବିନ୍ଦୁ —The point between the eye brows.

ଶରୀରଭେଦ (ଦେଖ) - —Ṡarīrabheda (See)

ନୟନ ପବନ ନିଶ୍ଚଳେ ରଖିବ ନେଇ ବଙ୍କୁନାଳେ—ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ