ବଙ୍ଗର ଗୁଡ଼ିଆ
ଏକଜାତୀୟ ଗୁଡ଼ିଆ — A class of confectioners.
[ଦ୍ରଷ୍ଟବ୍ୟ —ଏମାନେ ଗୁଆ, ଗୁଣ୍ଡି ଓ ବଣିଆତି ମସଲା ବିକନ୍ତି, କିନ୍ତୁ ଓଡ଼ିଶାର ଗୁଡ଼ିଆମାନଙ୍କ ପରି ମୁଢ଼ି, ଉଖୁଡ଼ା ଓ ମିଷ୍ଟାନ୍ନ ପ୍ରଭୃତି କରନ୍ତି ନାହିଁ]