ବଙ୍ଗଳା
ଦେଖଣା
ବଙ୍ଗଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଙ୍ଗ)
[ସମ୍ପାଦନା]- ୧. ବଙ୍ଗ ଦେଶ — ୧. Bengal.
- ୨. ବଙ୍ଗୀୟ ଭାଷା —୨. Bengalee language.
- ୩. ମଉଡ଼ମରା ଘର; ଚାରିଚାଳିଆ ଘର; ଯେଉଁ ଘରର ଚାରିପାଖରେ ତ୍ରିକୋଣାକାର ଚାଳମାନ ଥାଏ — ୩. Bungalow; a house with ୪ simple thatches on four sides.
[ଦ୍ରଷ୍ଟବ୍ୟ —ସମ୍ଭବତଃ ବଙ୍ଗଦେଶରେ ଏହିପରି ମଉଡ଼ମରା ଘର ବେଶି ଥିବାରୁ ଏ ପ୍ରକାର ଘରକୁ 'ବଙ୍ଗଳା' ବଲାଯାଏ]
ବିଶେଷଣ -
[ସମ୍ପାଦନା]ବଙ୍ଗ ଦେଶୀୟ —Belonging to Bengal.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ମହାନଦୀ କୂଳର ପଟୁ ଜମିରେ ଚାଷ ହେଉଥିବା ଏକପ୍ରକାର ଫୁଟି ଫଳ —A kind of cucumber grown on the slit of the Mahānadī river.
[ଦ୍ରଷ୍ଟବ୍ୟ —ସମ୍ଭବତଃ ଏହା ପ୍ରଥମେ ବଙ୍ଗଦେଶରୁ ଅସିଥିଲା]