Jump to content

ବଙ୍ଗାବ୍ଦ

ଉଇକିଅଭିଧାନ‌ରୁ

ବଙ୍ଗାବ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]

ବଙ୍ଗଦେଶର ପ୍ରଚଳିତ ସନ — The Bengalee year.

[ଦ୍ରଷ୍ଟବ୍ୟ —ଶକାବ୍ଦରୁ ୫୧୫: ଫେଡ଼ିଲେ ବଙ୍ଗାବ୍ଦ ହୁଏ ଓଡ଼ିଶା ପ୍ରଚଳିତ 'ଫସଲୀ' ସନ ସଙ୍ଗେ ୯୫୩: ଯୋଗ କଲେ ବଙ୍ଗାବ୍ଦ ହୁଏ ଏ ସନ ବୈଶାଖରୁ ଆରମ୍ଭ ହୁଏ ଓଡ଼ିଆ ସନ ଭାଦ୍ର ମାସ ସୁନିଆଁ ଠାରୁ ଆରମ୍ଭ ହୁଏ ଏହି ପ୍ରଭେଦ ଛଡ଼ା ଓଡ଼ିଆ ସନ ଓ ବଙ୍ଗାବ୍ଦ ସମାନ ସନ ତଳେ ନୋଟ୍ ଦ୍ରଷ୍ଟାବ୍ୟ]