Jump to content

ବଙ୍ଗାଳୀ ତନ୍ତି

ଉଇକିଅଭିଧାନ‌ରୁ

ବଙ୍ଗାଳୀ ତନ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଶାରେ ବହୁ ପୁରୁଷ ହେଲା ଉପନିବେଶ କରିଥିବା ବଙ୍ଗବାସୀ ତନ୍ତି —A class of weavers who originally migrated from Bengal generations ago.

[ଦ୍ରଷ୍ଟବ୍ୟ —ଏମାନେ ବହୁ ପୁରୁଷ ହେଲା ଓଡ଼ିଶାରେ ରହି ଓଡ଼ିଆ ମାନଙ୍କ ଭାଷା ଓ ରୀତିନୀତିକୁ ବ୍ୟବହାର କରୁଅଛନ୍ତି]