ବଚକାନୀ
ଦେଖଣା
ବଚକାନୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ହିନ୍ଦୀ; ଫାରାସୀ - ବଚ୍ଚା; ତୁଳ ସଂସ୍କୃତ - ବତ୍ସ ପ୍ରା, ବଚ୍ଛ)
[ସମ୍ପାଦନା]- ୧. ଶିଶୁମାନଙ୍କ ଯୋଗ୍ୟ —୧. Fit for infants or children.
(ଯଥା—ବଚକାନୀ ଯୋତା)
- ୨. ଶିଶୁଜନୋଚିତ —୨. Childish; befitting a child.
ବିଶେଷ୍ୟ -
[ସମ୍ପାଦନା]ଶିଶୁଙ୍କ ପରିଧେୟ ବସ୍ତ୍ର —A cloth for children's wear.