Jump to content

ବଚନଗ୍ରାହୀ

ଉଇକିଅଭିଧାନ‌ରୁ

ବଚନଗ୍ରାହୀ

ଉଚ୍ଚାରଣ

[ସମ୍ପାଦନା]
(ବଚନଗ୍ରାହିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବଚନ+ଗ୍ରହ୍ ଧାତୁ+କର୍ତ୍ତୃ. ଅନ୍; ୧ମା. ୧ବ.)

[ସମ୍ପାଦନା]

ଯେ କଥା ମାନେ —One who respect another's behests.