ବଚନ ବିଦଗ୍ଧା
କାବ୍ୟୋକ୍ତ ନାୟିକା— ବିଶେଷ; ଯେଉଁ ପରକୀୟା ନାୟିକା ଆପଣା ବଚନଚାତୁରୀଦ୍ୱାରା ନାୟକର ପ୍ରୀତି ସାଧନ କରେ (ହିନ୍ଦୀ - ଶ.) —An epithet of a class of mistresses in love-stories who captivate the gallant's heart by their art of speech.